ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଆଜି ୫୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୩ ଜଣ ଆକ୍ରାନ୍ତ ରହିଛନ୍ତି | ସେଥି ମଧ୍ୟରୁ କ୍ଵାରେଣ୍ଟାଇନରୁ ୩୧୧ ଜଣ ରହିଥିବା ବେଳେ ଲୋକାଲ କଣ୍ଟାକଟ କେସ ୨୧୯ ରହିଛି | ଆଜିର ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୧୩୨୧୧୯୭ କୁ ବୃଦ୍ଧି ପାଇଛି | ସୁସ୍ଥ ହୋଇଛନ୍ତି ୧୩୦୭୩୦୪ ହୋଇଥିବା ବେଳେ ସିକ୍ରିୟ ରହିଛନ୍ତି ୪୬୮୭ ଜଣ | ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..