ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛତିଶଗଡରେ ପ୍ରବଳ ବର୍ଷା ହୋଇ ଥିବା ବେଳେ ଓଡ଼ିଶରେ ମଧ୍ୟ ପ୍ରବଳ ବର୍ଷା ହୋଇଛି | ଏହା ଦ୍ୱାରା ଉପରମୁଣ୍ଡରେ ବର୍ଷା ଅଧିକ ହେବାରୁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି | ଏହା ଫଳରେ ଓଡ଼ିଶାରେ ବନ୍ୟା ଦେଖା ଦେଇଛି | ଏନେଇ ଆଜି ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସ ମାଧ୍ୟମରେ ଓଡିଶା-ଛତିଶଗଡ ମଧ୍ୟରେ ହେବ ଆଲୋଚନା । ୨ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ବସିବ ବୈଠକ । ଜଳ ପରିଚାଳନା ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।






More Stories
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..
ଝାରସୁଗୁଡ଼ାରେ ଭୟଙ୍କର ଘୂର୍ଣ୍ଣିଝଡ଼…..