ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ. ନାରାୟଣ ମହାପାତ୍ର ଙ୍କୁ “ରକ୍ତମିତ୍ର ସମ୍ମାନ-୨୦୨୨ ” ରେ ସମ୍ମାନିତ କରାଯାଇଛି | ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟ ମାନଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରି ମାନବିକତା ପରିଚୟ ସୃଷ୍ଟି କରିଛନ୍ତି | ଡ଼. ମହାପାତ୍ରଙ୍କର ନିଃସ୍ୱାର୍ଥପର ସମାଜ ସେବା ପାଇଁ ସମାଜ ପ୍ରତି ଥିବା କର୍ତ୍ତବ୍ୟକୁ ଦେଖି ମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତମିତ୍ର ସମ୍ମାନ-୨୦୨୨” ରେ ସମ୍ମାନିତ କରାଯାଇଛି |






More Stories
ରାଜପଥରେ ଯୁବକଙ୍କୁ ହାଣିଦେଲେ…..
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ…..
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..