ରିପୋର୍ଟ କାର୍ଡ / ସମ୍ୱଲପୁର
ହୀରାକୁଦର ପୁଣି ୫ଟି ଗେଟ୍ ଖୋଲିଛି। ତଳିଆ ଅଞ୍ଚଳରେ ବନ୍ୟାପାଣି ବିତ୍ପାତ କରୁଥିବା ବେଳେ ଚିନ୍ତା ବଢ଼ାଇଛି ହୀରାକୁଦ ଡ୍ୟାମ୍। ଆଜି ଅପରାହ୍ନରେ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି।
ବର୍ତ୍ତମାନ ୩୬ ଟି ଗଟେ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ବାକି ୪ ଟି ଗେଟ ଖୋଲିବ । ତାହାହେଲେ ମୋଟ୍ ୪୦ ଗେଟ୍ ଦେଇ ପାଣି ନିଷ୍କାସିତ ହେବ। ସ୍ଥିତି ଦେଖି ଟେକ୍ନିକାଲ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି।






More Stories
ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି…..
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..