Report Card Odisha

| Daily Odia News

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ CBI ରେଡ଼…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଙ୍କ ଘରେ CBI ରେଡ଼ କରିଛି | ବିବାଦୀୟ ଅବକାରୀ ନୀତିକୁ ନେଇ ସିସୋଦିଙ୍କ ଘର ରେଡ଼ କରୁଛି CBI | ସିସୋଦିଙ୍କ ଘର ସମେତ ଦିଲ୍ଲୀ NCR ରେ ୨୧ ଟି ସ୍ଥାନରେ ଚଢ଼ାଉ ଜାରିରହିଛି |

Breaking News