ଆମ ସହର ରାଜ୍ୟ ସ୍କୁଲରେ ବଜ୍ରପାତ, ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର….. Report Card Bureau August 19, 2022 ରିପୋର୍ଟ କାର୍ଡ / ଦେବଗଡ଼ସ୍କୁଲରେ ପାଠପଢୁଥିବା ପିଲାଙ୍କ ଉପରେ ବଜ୍ରପାତ ପଡି ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ତିଲେଇବଣି ବ୍ଲକ ପୁଟୁରାପଣି ୟୁପି ସ୍କୁଲରେ । ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ଘର ଛାତ କଣାହୋଇ ବଜ୍ରପାତ ହୋଇଛି | Post navigationPrevious ଯୁବକଙ୍କୁ ହତ୍ୟା କଲେ ନକ୍ସଲ…..Next ସମୀର ୱାଂଖେଡ଼େଙ୍କୁ ହତ୍ୟା ଧମକ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ରାଜ୍ୟ ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ….. September 20, 2026 Report Card Bureau ରାଜ୍ୟ ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ….. September 19, 2026 Report Card Bureau ରାଜ୍ୟ ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ….. September 19, 2026 Report Card Bureau
More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..