ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକ ୩୦ ସେକେଣ୍ଡର ଭିଡିଓ ଜାରି କରିଛନ୍ତି । ଭିଡିଓରେ ମୁଖ୍ୟମନ୍ତ୍ରୀ ପ୍ରଣାମ କରି ଜୟ ମା’ ସମଲେଶ୍ୱରୀ କହିଛନ୍ତି । ଆପଣମାନଙ୍କେ ସମସ୍ତଙ୍କେ ମୋର ନୂଆଁଖାଇ ଜୁହାର ବୋଲି କୋଶଳୀ ଭାଷାରେ କହିଛନ୍ତି । ମା’ ସମଲେଶ୍ୱରୀ ସମସ୍ତଙ୍କେ ଭଲରେ ରଖୁନ୍ । ଜୁହାର, ପ୍ରଣାମ ବୋଲି କହିଛନ୍ତି ।






More Stories
ଚର୍ଚ୍ଚାରେ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟ: ଖାଲି ତିଖିରୀ ନା ସବୁ……
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ରାଷ୍ଟ୍ରପତିଙ୍କ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ…..