ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦୁଇବର୍ଷ ପରେ ମହାଡ଼ମ୍ବରେ ପାଳିତ ହୋଇଯାଇଛି ପବିତ୍ର ଗଣେଶ ପୂଜା | ଗାଁ ଠୁ ସହର ସବୁଠି ଗଣେଶ ମହାପ୍ରଭୁ ଆବିର୍ଭଵଃ ହୋଇଛନ୍ତି | ଭୁବନେଶ୍ୱରରେ
ୱିନର ଆସୋସିଏସନ ପକ୍ଷରୁ ସବୁଠାରୁ ବଡ଼ ଗଣେଶ ମୂର୍ତ୍ତି ପ୍ରସ୍ତୁତ କରି ଧୁମଧାମରେ ପୂଜା ପାଳିତ ହୋଇଯାଇଛି | ଭକ୍ତ ମାନେ ଓଡ଼ିଶା ର ବିଭିନ୍ନ ଜାଗାରୁ ଆସି ଉପ୍ ଭୋଗ କରିଥିଲେ | ସୁନ୍ଦର ଆଲୋକl ଓ ପ୍ରସାଦ ସେବନ ର ବ୍ୟବସ୍ତା ମଧ୍ଯ କରାଯାଇ ଥିଲା | ଓଡିଶା ରେ ଦିର୍ଘ ବର୍ଷ ଧରି ବଡ ଗଣେଶ କରି ପୂଜା କରିବାରେ ସର୍ବଦା ସୁନାମ ଅର୍ଜନ କରିଥିବା ୱିନର ଆସୋସିଏସନ | ଶ୍ରଦ୍ଧାଳୁମାନେ ପ୍ରଥମ ଦିନରେ ଯୋଗ ଦେଇ ଗଣେଶ ମହାପ୍ରଭୁ ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ | ଆସୋସିଏସନ ପକ୍ଷରୀ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା |






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..