ରିପୋର୍ଟ କାର୍ଡ / କଟକ
କଟକ ମହାନଗର କାଉନସିଲ ବୈଠକରେ ହଟ୍ଟଗୋଳ ହୋଇଛି । ଆଜି କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା କୁ ଦର୍ଶାଇ ବିଜେପି ବିରୋଧ କରିଛି ।କର୍ପୋରେଟର ଓ ଅଫିସରଙ୍କ ଅଡିଓ ଭାଇରଲ ନେଇ ବୈଠକରେ ହୋହାଲ୍ଲା କରିଥିଲେ ବିଜେପି କର୍ପୋରେଟର | ଅଫିସରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି | ଏହା ପରେ ଧାରଣରୁ ଉଠିଯିବାକୁ ମେୟର ସୁବାଷ ଚନ୍ଦ୍ର ସିଂ ବୁଝା ସୁଜେଝା କରିଥିଲେ ମଧ୍ୟ ଜିଦରେ ଅଟଳ ରହିଥିଲେ ବିଜେପି କର୍ପୋରେଟର |






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….