ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ସରଲା ନିକଟରେ ଏକ ସିମେଣ୍ଟ ବୋଝେଇ ମାଲ ଗାଡି ଲାଇନ ଚ୍ୟୁତ ହୋଇଥିଲା | ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କାମ କରିଥିଲେ । କିନ୍ତୁ ଗୁରୁବାର ସକାଳୁ ଝାରସୁଗୁଡା -ସମ୍ବଲପୁର ଏବଂ ରାଉରକେଲା -ଭୁବନେଶ୍ୱର ପାସେଞ୍ଜର ବାତିଲ କରାଯାଇଛି ଲ ସେହିପରି ୩ଟି ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି l






More Stories
CMOରୁ ଫାଇଲ୍ ଗାଏବ ମାମଲା; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ…..
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……