Report Card Odisha

| Daily Odia News

ବ୍ରିଟେନର ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବ୍ରିଟେନର ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ଇସ୍ତଫା ଦେଇଛନ୍ତି | ଦାୟିତ୍ୱ ଗ୍ରହଣର ମାତ୍ର ୪୫ ଦିନ ପରେ ଆଜି ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ଅସନ୍ତୋଷ ଦେଖାଦେଇଥିଲା । ପ୍ରଧାନମନ୍ତ୍ରୀ ପଦ ସହିତ କଞ୍ଜରଭେଟିଭ ଦଳର ନେତା ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିବା ସୂଚନା ମିଳୁଛି|

Breaking News