ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧିବଦ୍ଧ ଭାବେ କଂଗ୍ରେସ ର ସଭାପତି ଭାବେ ଦାୟିତ୍ୱ ନେଲେ ମାଲିକାର୍ଜୁନ ଖଡ଼ଗେ | ଦୀର୍ଘ ୨୫ ବର୍ଷ ପରେ ଅଣଗାନ୍ଧୀ ପରିବାରର ଜଣେ ନେତା କଂଗ୍ରେସର ନେତୃତ୍ୱନେଇଛନ୍ତି | ନିଜେ ସୋନିଆ ଗାନ୍ଧୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି | ଏଥିନିମନ୍ତେ ଆଜି ନୂଆଦିଲ୍ଲୀସ୍ଥିତ AICC କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକାରିଣୀ ସଦସ୍ୟ, ପିସିସି ମୁଖ୍ୟ, ସମସ୍ତ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହାବାଦ ପୂର୍ବତନ ପିସିସି ମୁଖ୍ୟ, ବିଧାୟକ ଦଳ ନେତା, AICC କର୍ମକର୍ତ୍ତା ବି ଯୋଗଦେବେ ବୋଲି ଦେଇଥିଲେ |






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଭ୍ୟାନ୍ କୂଅକୁ ଖସି ୧୪ ମୃତ…..
ସୂଚନା ଅଧିକାର ଆଇନ ବ୍ୟବସାୟ ପାଲଟିଛି…..