ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଦୂଷଣ ପାଇଁ ବିଷ ବଳୟ ସାଜିଥିବା ଜାତୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ସୁଧାର ଆସିଛି | ଆଜି ଦିଲ୍ଲୀର ପ୍ରଦୂଷଣ ମାତ୍ରା ହ୍ରାସ ପାଇବାରୁ ସରକାର ନଭେମ୍ବମର ୯ ତାରିଖ ଅର୍ଥାତ ବୁଧବାର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ିର ପ୍ରବେଶ ଉପରେ ଲାଗିଥିବା କଟକଣା ମଧ୍ୟ ଦିଲ୍ଲୀ ସରକାର ଉଠାଇ ଦେଇଛନ୍ତି। ତେବେ ଘରୋଇ ଉଚ୍ଛେଦ ଓ ନିର୍ମାଣ କାମ ପୂର୍ବଭଳି ଦିଲ୍ଲୀରେ ବନ୍ଦ ରହିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାଏ ସୂଚନା ଦେଇଛନ୍ତି। ଏହାବାଦ ସ୍କୁଲ ଗୁଡ଼ିକୁ ସେମାନଙ୍କ ବାହାର କାର୍ଯ୍ୟକ୍ରମ ବନ୍ଦ ରହିବାକୁ କୁହାଯାଇଛି। ସେହିପରି ୱାର୍କ ଫର୍ମ ହୋମ ନୀତିକୁ ଦିଲ୍ଲୀ ସରକାର ପୁଣି କାର୍ଯ୍ୟକାରୀ କରିଛନ୍ତି।






More Stories
ନଦୀକୁ ଖସିଲା ବସ୍,୨୩ ମୃତ…..
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..