ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା ୬୧ ଦିନରେ ପହଞ୍ଚିଛି | ମହାରଷ୍ଟ୍ର ଗୁରୁଦ୍ୱାର ଦେଗଲୁର ଠାରୁ ବିଲୋଲି ପର୍ଯ୍ୟନ୍ତ ଯାତ୍ରା ରହିବ | ଯାତ୍ରା ଆରମ୍ଭ ପୂର୍ବରୁ ରାହୁଲ ଗାନ୍ଧୀ ଗୁରୁଦ୍ୱାର ଯାଇ ଗୁରୁ ନାନକ ଙ୍କ ଆର୍ଶୀବାଦ ନେଇ ଯାତ୍ରା ଆରମ୍ଭ କରିଛନ୍ତି | ଆଜି ହେଉଛି ଗୁରୁ ନାନକ ଙ୍କ ଜୟନ୍ତୀ | ୧୫୦ ଦିନ କଂଗ୍ରେସ ଭାରତ ଯୋଡ ଯାତ୍ରା କରିବ | କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ବେଳ କାଶ୍ମୀରରେ ଶେଷ ହେବ | ଚାଲିଚାଲି କଂଗ୍ରେସ ୩, ୫୭୦ କିଲୋମିଟର ଅତିକ୍ରମ କରିବ |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….