ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସର ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରରେ ତୃତୀୟ ଦିନ। ରାଜ୍ୟ ସୀମାରେ ଭବ୍ୟ ସ୍ୱାଗତ କରାଯାଇଥିଲା। କଂଗ୍ରେସର ଏହି ଯାତ୍ରାରେ ଉଦ୍ଧବ ଠାକରେ,ଏନସିପି ନେତା ଶରଦ ପାୱାର ଯୋଗ ଦେଇନାହାନ୍ତି । ଭାରତ ଯୋଡୋ ଯାତ୍ରା ମହାରାଷ୍ଟ୍ରର ନାନ୍ଦେଡ, ହିଙ୍ଗୋଲୀ, ୱାସିମ, ଅକୋଲା ଓ ବୁଲଢଣା ଆଦି ଜିଲ୍ଲାର ୩୮୪ କିଲୋମିଟର ଯାତ୍ରା କରିବେ। ଦେଶରେ ଲୋକଙ୍କୁ ଯୋଡିବାକୁ ଉଦ୍ୟମ କରୁଥିବା ଭାରତ ଯୋଡୋ ଯାତ୍ରା ଆଜିକୁ ୬୩ ଦିନରେ ପହଞ୍ଚିଛି | ରାହୁଲ ଗାନ୍ଧି ପୁରା ଭାରତରେ ମୋଟ ୩ହଜାର ୫୦୦ କିଲୋମିଟର ଯାତ୍ରା କରିବେ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..