Report Card Odisha

| Daily Odia News

ବାଲିଯାତ୍ରାରେ ଫୁଡ ଷ୍ଟଲ ଚଢ଼ାଉ…..

ରିପୋର୍ଟ କାର୍ଡ / କଟକ

ବାଲିଯାତ୍ରାକୁ ସ୍ୱଚ୍ଛ ଓ ପ୍ରଦବୂଷଣ ମୁକ୍ତ କରିବାକୁ ପ୍ରଶାସନର ପ୍ରୟାସ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ବାଲିଯାତ୍ରାରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢାଉ କରାଯାଇଛି। ସିଏମ୍‌ସି ଓ ଫୁଡ ସେଫ୍ଟି ଵିଭାଗ ପକ୍ଷରୁ ଏହି ଚଢାଉ କରାଯାଇଛି । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଅପମିଶ୍ରିତ ଖାଦ୍ୟ ଜବତ କରାଯାଇଛି । କେଵଳ ମତ୍ସ୍ୟ ଵିଭାଗ ଷ୍ଟଲରୁ ଲକ୍ଷ ଲକ୍ଷ ଟଙ୍କାର ଦୂଷିତ ଖାଦ୍ୟ ଜଵତ ହୋଇଛି । ଆଗକୁ ମଧ୍ୟ ଏହି ରେଡ୍ ଜାରି ରହିବ ବୋଲି କୁହାଯାଉଛି । ଦରକାର ପଡିଲେ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

Breaking News