ରିପୋର୍ଟ କାର୍ଡ / ବ୍ରହ୍ମପୁର
ମହିଳାଙ୍କୁ ବ୍ଳାକମେଲ କରି ଜଣେ ଯୁବକ ଗିରଫ ହୋଇଛନ୍ତି | ବ୍ରହ୍ମପୁର ବଡ଼ବଜାର ଥାନା ଅଂଚଳର ଭୀଷ୍ମ ଦାସଙ୍କୁ ପୋଲିସ ଗିରଫ କରିଛି | ସୂଚନା ଅନୁସାରେ-ଭୀଷ୍ମ ଦାସ ଜଣେ ଯୁବତୀଙ୍କ ଫଟୋ କୁ ଏଡିଟିଂ କରି ବ୍ଳାକମେଲ କରୁଥିଲେ | ଟଙ୍କା ନ ଦେଲେ ଫଟୋ ଭାଇରଲ କରିବାର ଧମକ ମଧ୍ୟ ଦେଉଥିଲେ | ମହିଳା ଜଣକ ୫ ହଜାର ଟଙ୍କା ଦେଇଥିଲେ | ଅଭିଯୁକ୍ତ ଜଣକ ବାରମ୍ବାର ଟଙ୍କା ମାଗିବାରୁ ମହିଳା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ | ଏନେଇ ସାଇବର ଥାନାରେ ଅଭିଯୋଗ କରିଥିଲେ | ଏହା ପରେ ପୋଲିସ ଭୀଷ୍ମ ଦାସଙ୍କୁ କରିଥିବା ସୂଚନା ମିଳିଛି |






More Stories
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..