ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଡ଼ିରେ ହଜାର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ | ବିଭିନ ପ୍ରସଙ୍ଗ ନେଇ ପ୍ରମୋଦଙ୍କ ଜେରା କରିପାରେ ପବର୍ତ୍ତନ ନିର୍ଦ୍ଦେଶାଳୟ | ଅନ୍ୟପଟେ ଅର୍ଚ୍ଚନା ନାଗ କୋଟିକୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତ ହୋଇପାରେ | ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଙ୍କୁ ଇଡିର ନୋଟିସ ହୋଇଛି | ଜବତ ହୋଇଥିବା ସମ୍ପତି କାହିଁ କି ବାଜ୍ୟାପ୍ତ ହେବନି ସେ ନେଇ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଛି ଇଡି |






More Stories
ଘୂର୍ଣ୍ଣିଝଡ଼ ସମ୍ଭାବନା କମ୍….
ଏସିଆନ୍ ଗେମ୍ସ: ଭାରତକୁ ୬ ସ୍ୱର୍ଣ୍ଣ, ୫ମ ସ୍ଥାନରେ ଭାରତ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….