ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଡ଼ିରେ ହଜାର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ | ବିଭିନ ପ୍ରସଙ୍ଗ ନେଇ ପ୍ରମୋଦଙ୍କ ଜେରା କରିପାରେ ପବର୍ତ୍ତନ ନିର୍ଦ୍ଦେଶାଳୟ | ଅନ୍ୟପଟେ ଅର୍ଚ୍ଚନା ନାଗ କୋଟିକୋଟି ଟଙ୍କାର ସମ୍ପତି ବାଜ୍ୟାପ୍ତ ହୋଇପାରେ | ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱର ଙ୍କୁ ଇଡିର ନୋଟିସ ହୋଇଛି | ଜବତ ହୋଇଥିବା ସମ୍ପତି କାହିଁ କି ବାଜ୍ୟାପ୍ତ ହେବନି ସେ ନେଇ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଛି ଇଡି |
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..