ରିପୋର୍ଟ କାର୍ଡ / ଭୁବନେଶ୍ୱର
ରେଲୱେରେ କାର୍ଯ୍ୟରତ ଥିବା ଅଧିକାରୀଙ୍କ ଘରେ CBI ରେଡ଼ ହୋଇଛି | ଆୟହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପି.କେ ଜେନାଙ୍କ ର ୪ ଟି ସ୍ଥାନରେ ରେଡ଼ ଜାରିରହିଛି | ଭୁବନେଶ୍ୱରରେ ୨ ଟି, କଟକ ଓ ଜଗତସିଂହପୁରରେ ରେଡ଼ ଚାଲିଛି | ଚଢ଼ାଉ ସମୟରେ ପି.କେ ଜେନାଙ୍କ ଘରୁ କିଛି କାଗଜପତ୍ର ଓ ନଗଦ ଟଙ୍କା, ବ୍ୟାଙ୍କ ଦସ୍ତାବିଜ, ପାସପୋର୍ଟ ଆଦ ଜବତ ହୋଇଥିବା ସୂଚନା ମିଳିଛି।






More Stories
ପ୍ରବଳ ବର୍ଷାର ସମ୍ଭାବନା…..
ଆଉ ଜଣେ IPS ଦେଲେ ଇସ୍ତଫା…..
କ୍ରାଇମ ବ୍ରାଞ୍ଚରେ ଏଫ୍ଆଇଆର୍ ହେବ:ମୁଖ୍ୟମନ୍ତ୍ରୀ…..