ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଓଡ଼ିଶାବାସୀ ପାଇଲେ ୫ଜି ସେବା | କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ୫ଜି ସେବା ଶୁଭାରମ୍ଭ କରିଛନ୍ତି । ଟ୍ୱିନସିଟି ସହ ରାଜ୍ୟର କିଛି ସହରରେ ୫ଜି ଉପଲବ୍ଧ ହୋଇଛି । ଦୁଇଟି ଟେଲିକମ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଓ ଏୟାରଟେଲ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି । ୪ଜି ଅପେକ୍ଷା ୧୦ ଗୁଣା ହାଇସ୍ପିଡ୍ ଚାଲିବ ୫ଜି ଇଣ୍ଟରନେଟ୍ । ୫ଜି ସେବା ଯୋଗୁଁ ଓଡ଼ିଶାର ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍ (ବୋର୍ଡ ଟ୍ରାନ୍ସିଭର ଷ୍ଟେସନ) ଲଗାଯାଇଛି ।






More Stories
ଆଜି ଆସିବ ରାଜ୍ୟ ବଜେଟ…..
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ…..
ରାହୁଲଙ୍କ ସମେତ ୨୫ କଂଗ୍ରେସ ଏମ୍ପିଙ୍କୁ ଗୁଳି କରିବାକୁ ଧମକ……