ରିପୋର୍ଟ କାର୍ଡ / କଟକ
ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ସମନ ଅନୁଯାୟୀ ଆସନ୍ତା ୨୪ ତାରିଖରେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ସ୍ପଷ୍ଟ ହୋଇଛି। ଏବେ ଯାଏଁ ଶ୍ରଦ୍ଧାଞ୍ଜଳି ଫେରାର ଅଛନ୍ତି । ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ୟତମ ଅଭିଯୁକ୍ତ ଦର୍ଶାଇବା ହେତୁ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଥିବା ଜଣାପଡିଛି |






More Stories
ବିଜେଡି ଉପରେ ପ୍ରବଳ ବର୍ଷିଲେ ସନା…..
ରାଜ୍ୟସଭା ମତଦାନ ଆରମ୍ଭ…..
ଆଜି ରାଜ୍ୟ ସଭା ଭୋଟ…..