ରିପୋର୍ଟ କାର୍ଡ / ବୌଦ୍ଧ
୪ ଜଣ ତହସିଲଦାର ଅଫିସରଙ୍କ ଦରମା ବନ୍ଦ ହୋଇଛି । ହରଭଙ୍ଗା ତହସିଲର ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ କରାଯାଇଥିବା କଥା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ୩ କିରାଣି ଏବଂ ଜଣେ ପିଅନଙ୍କ ଅନିୟମିତ କାର୍ଯ୍ୟ ଦେଖି ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେଠାରେ ତହସିଲଦାରଙ୍କୁ କାରଣ ଦର୍ଶାଇ ଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି । ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….