ରିପୋର୍ଟ କାର୍ଡ / କୋରାପୁଟ
ବେକ କାଟି ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି | ଏଭଳି ଘଟଣା ଘଟିଛି କୋରାପୁଟ ଶିଶୁ ମନ୍ଦିର ଲାଇନରେ । ମୃତକ ହେଲେ ବିଜୟ ପଣ୍ଡା । ଆଜି ସକାଳୁ କେହି ବିଜୟଙ୍କୁ ବେକ କାଟି ହତ୍ୟା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କର ଶବବ୍ୟବଚ୍ଛେଦ ପାଇଁ ପୋଲିସ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି |






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….