ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଫେଲ୍ ମାରିଥିବା ମୋ’ ସାଇକେଲ୍ ବ୍ୟବସ୍ଥା ଏବେ ଦାନର ସାମଗ୍ରୀ ପାଲଟିଛି। ଭୁବନେଶ୍ୱର ମହାନଗର ନୀଗମ ଏବେ ମୋ ସାଇକେଲ୍କୁ ଦାନ ସୁତ୍ରରେ ଦେବାକୁ ଚିନ୍ତା କରିଛନ୍ତି। ଏବେ ଏହାର ବ୍ୟବହାର ପ୍ରାୟ ଶୁନ ଥିବା ବେଳେ ଆଗକୁ ଖରା ଦିନ ଥିବାରୁ ଏହାର ଚାହିଦା ଆଦୌ ରହିବ ନାହିଁ। ଏହା ସହିତ ଏହି ସାଇକେଲ୍ ଗୁଡ଼ିକ ଏବେ ରାଜଦାନୀର ରାସ୍ତା କଡ଼ରେ ପଡ଼ି ସୌନ୍ଦର୍ଯ୍ୟ ନଷ୍ଟ କରୁଛି। ତେଣୂ ଏହି ମୋ ଏଇକେଲ ଏବଂ ଗତ ୭ ବର୍ଷ ତଳେ ବିଏମସିକୁ ଦାନରେ ମିଳିଥିବା ସାଇକେଲକୁ ବାଣ୍ଟି ଦେବା ପାଇଁ ଗତ କର୍ପୋରେସନ ବେଠକରେ ପ୍ରସ୍ତାବ ଗୃହିତ ହୋଇଛି।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..