ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ଶୁଣାଣି ହେବ। କର୍ତ୍ତୃପକ୍ଷଙ୍କୁ ସିସୋଦିଆଙ୍କ ପ୍ରଡକ୍ସନ ୱାରେଣ୍ଟ ଜାରି କରାଯାଇଛି। ମନୀଷ ସିସୋଦିଆଙ୍କୁ ଦିନ ୨ ଟାରେ ରାଉସ୍ ଆଭେନ୍ୟୁ କୋର୍ଟରେ ଉପସ୍ଥାପନ କରାଯିବ। ଇଡି କୋର୍ଟଙ୍କୁ କହିଛନ୍ତି ଯେ, ସିସୋଦିଆଙ୍କୁ ଗିରଫ ହେବାର କାରଣ କୁହାଯାଇଛି। ସିସୋଦିଆଙ୍କୁ ପଚରାଉଚରା ବେଳେ ସିସିଟିଭି ଫୁଟେଜ ରେକର୍ଡ କରାଯାଇଛି। ରାଉସ୍ ଏବେନ୍ୟୁ କୋର୍ଟ ଇଡିକୁ ସିସୋଦିଆଙ୍କ ପ୍ରଡକ୍ସନର ଅନୁମତି ଦେଇଛନ୍ତି ।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..