ରିପୋର୍ଟ କାର୍ଡ / ବଲାଙ୍ଗୀର
ସ୍ୱାମୀ ମୋବାଇଲ୍ ଦେବାକୁ ମନା କରିବାରୁ ପନିକିରେ ହାଣିଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ । ଗୁରୁତର ଅବସ୍ଥାରେ ସ୍ୱାମୀ ଗଣେଶ୍ୱର ସୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେପଟେ ଝିଅକୁ ଧରି ଫେରାର ହୋଇଯାଇଛନ୍ତି ଈଶ୍ୱରୀ କୁମାରୀ।






More Stories
ପୁରୀବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..
ପରକୀୟା ପ୍ରୀତି ରୁ ଗଡ଼ିଲା ମୁଣ୍ଡ…..
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..