ରିପୋର୍ଟ କାର୍ଡ / ଭୁବନେଶ୍ୱର
ସମ୍ବଲପୁର ବାର ଆସୋସିଏସନ୍ ର ୫୪ ଜଣ ଆଇନଜୀବୀଙ୍କୁ ଆଶ୍ୱସ୍ତି ମିଳିଛି । ସେମାନଙ୍କ ନାଁରେ ଥିବା ନିଲମ୍ବନ ଆଦେଶକୁ ହଟାଇ ଦିଆଯାଇଛି । ଭବିଷ୍ୟତରେ ଏଭଳି କିଛି କାର୍ଯ୍ୟ ଯେପରି ନ କରନ୍ତି ସେଥିପାଇଁ ଏକ ଅଣ୍ଡର ଟେକିଂ ଦେବେ । ସଂପୃକ୍ତ ଓକିଲମାନଙ୍କ ଉପରେ ଜିଲ୍ଲା ଜଜ୍ ନଜର ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..