ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଛି | ଆଜି ସୁରତ ସେସନ୍ସ କୋର୍ଟ ରାହୁଲ ଙ୍କୁ ଜାମିନ ପ୍ରଦାନ କରିଛନ୍ତି | ମୋଦୀ ସରନେମ୍ ନେଇ ମାନହାନୀ ମାମଲାରେ ରାହୁଲଙ୍କୁ ଜାମିନ ମିଳିଛି । ଏହା ସହ ଏପ୍ରିଲ ୧୩ ପର୍ଯ୍ୟନ୍ତ ରାହୁଲଙ୍କ ଜାମିନ ଅବଧି ବୃଦ୍ଧି କରିଛନ୍ତି କୋର୍ଟ । ମେ’ ୩ରେ ରାହୁଲଙ୍କ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଏହି ମାମଲାରେ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ । ଜେଲ ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଛି । ତେବେ ରାହୁଲ ଗାନ୍ଧୀ ମଧ୍ୟ ଶୁଣାଣି ପାଇଁ ସୁରତ କୋର୍ଟ ପହଞ୍ଚିଥିଲେ ।






More Stories
ରାଜ୍ୟପାଳଙ୍କୁ ଭେଟିଲେ ବିଜୟ…..
ବିଜୟକୁ ଭେଟି ସମର୍ଥନ ଦେଲା କଂଗ୍ରେସ…..
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..