ରିପୋର୍ଟ କାର୍ଡ / ସାଲେପୁର
ପ୍ରସାଦ ଖାଇ ୫ଟି ଗ୍ରାମର ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । କାନପୁର, ରମକାପୁର, ଦେଉଳି,ଜୟୀରାମପୁର ଏବଂ ଗୁଆଳିପୁରରେ ଅନେକ ଲୋକ ଅସୁସ୍ଥ ହୋଇଥିବା ପ୍ରାଥମିକ ସୂଚନା । ଅଷ୍ଟପ୍ରହରୀ ପ୍ରସାଦ ପାଇବା ପରେ ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଲୋକଙ୍କୁ ଝାଡା ଏବଂ ବାନ୍ତି ହୋଇଛି । ସାଲେପୁର ଏବଂ ମାହାଙ୍ଗର ୨ଟି ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କର ଚିକିତ୍ସା କରୁଛନ୍ତି ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..