Report Card Odisha

| Daily Odia News

ବିଜାପୁରରେ ଏନ୍‌କାଉଣ୍ଟର,ମାଓବାଦୀ ନିହତ…..

ରିପୋର୍ଟ କାର୍ଡ / ମାଲକାନଗିରି

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ଏହାସହିତ ଘଟଣାସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କୁ ଜୀବନ୍ତ ଅବସ୍ଥାରେ ଜବାନମାନେ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ତାମେଡ ଥାନା ଅନ୍ତର୍ଗତ କଚଲାବାଡି ଜିଲ୍ଲା ଭିତରେ ମାଓବାଦୀ ଏକ କ୍ୟାମ୍ପ କରିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ଆରମ୍ଭ ହୋଇଥିଲା  ଅପରେସନ । ଯେଉଁଥିରେ ଜଣେ ହାର୍ଡକୋର ମାଓବାହୀ ନିହତ ହୋଇଛି ।

Breaking News