ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଏନ୍କାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ଏହାସହିତ ଘଟଣାସ୍ଥଳରୁ ଦୁଇ ଜଣ ମାଓବାଦୀଙ୍କୁ ଜୀବନ୍ତ ଅବସ୍ଥାରେ ଜବାନମାନେ ଧରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ତାମେଡ ଥାନା ଅନ୍ତର୍ଗତ କଚଲାବାଡି ଜିଲ୍ଲା ଭିତରେ ମାଓବାଦୀ ଏକ କ୍ୟାମ୍ପ କରିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହା ପରେ ଡିଆରଜି ବାହିନୀ ଆରମ୍ଭ ହୋଇଥିଲା ଅପରେସନ । ଯେଉଁଥିରେ ଜଣେ ହାର୍ଡକୋର ମାଓବାହୀ ନିହତ ହୋଇଛି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….