ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଛତିଶଗଡ଼଼ର ଦନ୍ତେୱାଡା ଠାରେ ଯବାନମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିନ୍ଦା କରିଛନ୍ତି। ସେ ଦେଶବାସୀଙ୍କ ପକ୍ଷରୁ ପ୍ରତିରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ବଳୀଦାନ ଦେଇଥିବା ସାହସୀ ସୈନିକମାନଙ୍କ ପରିବାର ଓ ପ୍ରୀୟଜନଙ୍କୁ ସମବେଦନା ଜଣାଇଛନ୍ତି। ବୁଧବାର ଛତିଶଗଡ଼଼ର ଦନ୍ତେୱାଡା ଜିଲ୍ଲା ଅରଣପୁର ନିକଟରେ ପ୍ରେସ୍ର ଆଇଡି ବିସ୍ଫୋରଣରେ ୧୦ ଜଣ ଯବାନ ଏବଂ ଜଣେ ଡ୍ରାଇଭର୍ଙ୍କ ପ୍ରାଣହାନୀ ଘଟିଥିଲା।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….