ରିପୋର୍ଟ କାର୍ଡ / ଝାରସୁଗୁଡା
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟୀ ହୋଇଛି | ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବାପଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ଜିତିଛନ୍ତି । ବିଜେପି ପାର୍ଥି ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ଦୀପାଳି । ୧୦୭୦୦୩ ଭୋଟରେ ଦୀପାଳି ବିଜୟ ଲାଭ କରିଛନ୍ତି । ବିଜେପିକୁ ୫୮୩୮୪ ମିଳିଥିବା ବେଳେ କଂଗ୍ରେସକୁ ୪୪୭୩ ଭୋଟ ମିଳିଛି । ଉଲ୍ଲେଖ ଯୋଗ୍ୟ- ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..