ଆମ ସହର ମୁଣ୍ଡଳି ଟୋଲ ଗେଟ୍ ସିଲ୍….. Report Card Bureau May 25, 2023 ରିପୋର୍ଟ କାର୍ଡ / କଟକକଟକ ମୁଣ୍ଡଳି ଟୋଲ ଗେଟ୍ରେ ପର୍ଯ୍ୟଟକ ଓ ଟୋଲ କର୍ମଚାରୀଙ୍କ ସଂଘର୍ଷ ପରେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଟୋଲ୍ ଗେଟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ସିଲ୍ କରିଛି ଜିଲ୍ଲା ପ୍ରଶାସନ।ଏହି ଘଟଣାରେ ୪ଜଣ ଟୋଲ କର୍ମଚାରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି | Post navigationPrevious ବଦଳିବ PhD ପାଠରେ ନିୟମ…..Next ବିଶ୍ବରେ ସବୁଠାରୁ ଦୟନୀୟ ରାଷ୍ଟ୍ର ଜିମ୍ବାୱେ, ୧୦୩ରେ ଭାରତ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଅପରାଧ ଆମ ସହର ରାଜ୍ୟ ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ….. October 12, 2026 Report Card Bureau 1 min read ଆମ ସହର ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ…. October 2, 2026 Report Card Bureau ଅପରାଧ ଆମ ସହର ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !…. October 1, 2026 Report Card Bureau
More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….