ରିପୋର୍ଟ କାର୍ଡ / ଭୁବନେଶ୍ୱର
ନେତାଜୀ ବୁକ୍ସ ଅଫ ରେକର୍ଡ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ଓଡ଼ିଶା ରେ କରୋନା ମହାମାରୀ ସମୟ ରେ ନିରବିଚ୍ଛିନ୍ନ ଭାବେ କରିଥିବା ସାମାଜ ସେବା କାର୍ଯ୍ୟ ନିମନ୍ତେ ନେତାଜୀ ସେବା ରତ୍ନ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି | ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଭାବେ କାର୍ଯ୍ୟରତ ଡ଼ ନାରାୟଣ ମହାପାତ୍ର ସାମାଜ ସେବା ଓ ରକ୍ତ ଦାନ ଶିବିର ଆୟୋଜନ କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି| ବର୍ଷ ର ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରି ବ୍ଲଡ ବ୍ୟାଙ୍କ ରେ ଯୋଗାଇ ଦେଇଥାନ୍ତି |






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..