ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ନିର୍ମାଣାଧୀନ ଅଗୁୱାନି-ସୁଲତାନଗଞ୍ଜ ସେତୁ ଭୁଶୁଡି ପଡିଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ସୁଟିଂ ହୋଇଥିବା ସେତୁ ଭୁଶୁଡି ପଡିବା ସମୟର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରକଟ ହେବାରେ ଲାଗିଛି । ଦ୍ବିତୀୟ ଥର ପାଇଁ ଏହି ସେତୁ ଭୁଶୁଡି ପଡିଥିବା କୁହାଯାଉଛି । ତେବେ ଏ ନେଇ ଅଧିକ ତଥ୍ୟ ଓ ସୂଚନାକୁ ପ୍ରତୀକ୍ଷା କରାଯାଇଛି ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..