ରିପୋର୍ଟ କାର୍ଡ / ବ୍ରହ୍ମହପୁର
ସିକନ୍ଦରାବାଦ ରୁ ଅଗରତାଲା ଯାଉଥିବା ଟ୍ରେରେ ନିଆଁ ଲାଗିଥିବା ସୂଚନା ମିଳୁଛି | ଏକ୍ସପ୍ରେସର ବି-୫ ବଗିରେ ଧୂଆଁ ବାହାରୁଥିବାରୁ ଯାତ୍ରୀ ଭୟଭୀତ ହୋଇ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଜଣାପଡିଛି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଦେଖିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି | କିନ୍ତୁ ଯାତ୍ରୀମନେ ସେହିବଗିରେ ଯିବାକୁ ଅମଙ୍ଗ ହେଉଥିବା ବେଳେ ବଗି ବଦଳାଇବାକୁ ଦାବିକରିଛନ୍ତି | ବାଲେଶ୍ଵର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା କୁ ୫ ଦିନ ହୋଇଥିବା ବେଳେ ଯାତ୍ରୀଙ୍କ ମନରୁ ଭୟ ଯାଇନାହଁ | ଯାତ୍ରୀମାନେ ରେଳଯାତ୍ରାକୁ ସୁରକ୍ଷିତ ଭାବୁନଥିବା ଦେଖିବାକୁ ମିଳିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….