ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୨୦ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା | ଏହା ପୂର୍ବରୁ ପୁରୀ ପୋଲିସ ଡ୍ରୋନ ଉଡ଼ାଣ ଉପରେ କଟକଣା ଜାରିକରିଛି | ଭିଡିଓ ଓ ଫଟୋ ଉଠାଇବା ସମ୍ଭାବନା ଦୃଷ୍ଟିରୁ ପୋଲିସ ଡ୍ରୋନ ଉଡ଼ାଣ କୁ ମନାକରିଛି | ଜଗନ୍ନାଥ ମନ୍ଦିର ରେଡ ଜୋନରେ ରହିଛି । ୩ ରଥ ପାଖରେ ଓ ଗୁଣ୍ଡିଚା ମନ୍ଦିର ପାଖରେ ମଧ୍ୟ ଡ୍ରୋନ ଉଡ଼ାଣ ପାଇଁ ମନା କରାଯାଇଛି। ନିର୍ଦେଶ ଅମାନ୍ୟ କଲେ ଡ୍ରୋନ ରୁଲ ଅନୁସାରେ ଦଣ୍ଡିତ ହେବେ ବୋଲି କୁହାଯାଇଛି। ଏ ନେଇ ଟ୍ବିଟ କରି ଡ୍ରୋନ ଉଡ଼ାଣ ଉପରେ ପୁରୀ ପୋଲିସ କଟକଣା ଜାରି କରିଛି। ପୂର୍ବରୁ ନିୟମ ଉଲ୍ଲଙ୍ଘନ କରି ୟୁଟ୍ୟୁବର ଗିରଫ ହୋଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..