Report Card Odisha

| Daily Odia News

୨୬ ରାଫେଲ୍‌ -୩ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ କିଣିବ ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଫ୍ର।ନ୍ସ ଠ।ରୁ ଭ।ରତ ୨୬ ର।ଫେଲ ଯୁଦ୍ଧ ବିମ।ନ ଓ ୩ଟି ସ୍କର୍ପିନ୍‌ ଶ୍ରେଣୀର ବୁଡ଼।ଜ।ହ।ଜ କିଣିବ। ଗୁରୁବ।ର ପ୍ରତିରକ୍ଷ। ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତ।ରେ ଅନୁଷ୍ଠିତ ପ୍ରତିରକ୍ଷ। ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ନୌସେନା ପାଇଁ ଯୁଦ୍ଧ ବିମ।ନ ଓ ବୁଡ଼।ଜ।ହ।ଜ କିଣ।ଯିବା ସମେତ ତିନୋଟି ପ୍ରସ୍ତ।ବକୁ ଅନୁମୋଦନ କର।ଯ।ଇଛି । ୨୬ଟି ର।ଫେଲ୍‌ ଯୁଦ୍ଧ ବିମ।ନ କିଣିବ। ଲ।ଗି ଆବଶ୍ୟକତ। ମଞ୍ଜୁରି ବ। ଆକସେପ୍ଟ।ନ୍ସ ଅଫ୍‌ ନେସେସିଟି (ଏଓଏନ)କୁ ଡିଏସିର ମଞ୍ଜୁରି ମିଳିଛି । ର।ଫେଲ ଯୁଦ୍ଧବିମ।ନ ସହିତ ସହ।ୟକ ଉପକରଣ, ଯୁଦ୍ଧ।ସ୍ତ୍ର, ସିମୁଲେଟର,ଅନ୍ୟ।ନ୍ୟ ସରଞ୍ଜାମ ମଧ୍ୟ କିଣ।ଯିବ । ସେହିପରି ଫ୍ର।ନ୍ସ ସରକ।ରଙ୍କ ପକ୍ଷରୁ ଦସ୍ତ।ବିଜ ପ୍ରସ୍ତୁତ କରିବ।, ଯୁଦ୍ଧବିମ।ନ ଚ।ଳନ। ପ।ଇଁ ପ୍ରଶିକ୍ଷଣ ଏବଂ ଅନ୍ୟ।ନ୍ୟ ଲଜିଷ୍ଟିକ୍ସ ସହ।ୟତ। ଭ।ରତୀୟ ନୌସେନ।କୁ ଯୋଗ।ଇ ଦିଆଯିବ । ଏଥିପ।ଇଁ ଭ।ରତ ସରକ।ର ଓ ଫ୍ର।ନ୍ସ ସରକ।ରଙ୍କ ମଧ୍ୟରେ ଏକ ଆନ୍ତଃ-ସରକ।ରୀ ର।ଜିନ।ମ। (ଆଇଜିଏ) ସ୍ୱ।କ୍ଷରିତ ହୋଇଛି । ଅନ୍ୟ ଦେଶମ।ନଙ୍କ ଦ୍ୱ।ର। ବିକ୍ରି କର।ଯ।ଉଥିବ। ସମ।ନ ଧରଣର ଯୁଦ୍ଧବିମ।ନର ତୁଳନ।ତ୍ମକ କ୍ରୟ ମୂଲ୍ୟ ସମେତ ସମସ୍ତ ପ୍ର।ସଙ୍ଗିକ ଦିଗକୁ ଧ୍ୟ।ନରେ ରଖି ଫ୍ର।ନ୍ସ ସରକ।ରଙ୍କ ସହିତ ର।ଫେଲ ଯୁଦ୍ଧ ବିମ।ନର ଦର ଏବଂ ଅନ୍ୟ ସର୍ତ୍ତ।ବଳୀକୁ ନେଇ ଆଲୋଚନ। କର।ଯିବ । ଆହୁରି, ବିଧିବଦ୍ଧ ଆଲୋଚନ। ପରେ ଭ।ରତରେ ଡିଜ।ଇନ୍‌ ହୋଇଥିବ। ସରଞ୍ଜ।ମ ଲଗ।ଇବ। ଏବଂ ବିଭିନ୍ନ ବ୍ୟବସ୍ଥ। ପ।ଇଁ ଭ।ରତରେ ରକ୍ଷଣ।ବେକ୍ଷଣ, ମର।ମତି ଓ ପରିଚ।ଳନ। (ଏମଆରଓ) କେନ୍ଦ୍ର ପ୍ରତିଷ୍ଠ। ଆଦି ପ୍ରସ୍ତ।ବକୁ ଚୁକ୍ତି ଦସ୍ତ।ବିଜରେ ସ।ମିଲ କର।ଯିବ ।

Breaking News