Report Card Odisha

| Daily Odia News

ଆଜି ସର୍ବଦଳୀୟ ବୈଠକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତାକାଲିଠାରୁ ଅଗଷ୍ଟ ୧୧ ତାରିଖରୁ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ | ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଅଧିବେଶନରେ କେଉଁ ସବୁ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ ତାହା ଉପରେ ବୈଠକରେ ଆଲୋଚନା ହେବ। ଏହା ଛଡା ମୌସୁମୀ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସରକାର ମଧ୍ୟ ବିରୋଧୀ ଦଳଗୁଡ଼ିକର ସହାୟତା ଲୋଡିବେ। ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ୨୭ଟି ବିଧେୟକକୁ ଲୋକସଭାର ମଞ୍ଜୁରୀ ଲାଗି କେନ୍ଦ୍ର ସରକାର ତାଲିକାଭୁକ୍ତ କରିଛନ୍ତି। ସେଥିମଧ୍ୟରେ ୨୧ଟି ନୂତନ ବିଧେୟକ ରହିଛି।

Breaking News