ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିୟାଣାର ଭାରତୀୟ ଜାତୀୟ ଲୋକଦଳ ପାର୍ଟି ମହାସଚିବ ତଥା ବିଧାୟକ ଅଭୟ ଚୌଟାଲାଙ୍କୁ ଏକ ବିଦେଶୀ ନମ୍ବରରୁ ହତ୍ୟା ଧମକ ଦିଆଯାଇଥିବା ସୂଚନା ମିଳିଛି। ତାଙ୍କ ବ୍ୟକ୍ତିଗତ ସଚିବଙ୍କ ପାଖରେ ରଖାଯାଇଥିବା ମୋବାଇଲ ଫୋନରେ ବିଦେଶୀ ନମ୍ବରରୁ ଏକ ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜିନ୍ଦ ସଦର ପୁଲିସ ଷ୍ଟେଶନରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହି ଧମକ ପାଇବା ପରେ ଅଭୟଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….