ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଖୋଜ ହୋଇ ଯାଇଥିବା ଚୀନ୍ର ବୈଦେଶିକ ମନ୍ତ୍ରୀ କ୍ବିନ୍ ଗାଙ୍ଗ୍ଙ୍କ ସ୍ଥାନରେ ୱାଙ୍ଗ୍ ୟି’ଙ୍କୁ ଦେଶର ନୂଆ ବୈଦେଶିକ ମନ୍ତ୍ରୀ ରୂପେ ନିଯୁକ୍ତ କରାଯାଇଥିବା କଥା ମଙ୍ଗଳବାର ଦିନ ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ପୂର୍ବତନ ବୈଦେଶିକ ମନ୍ତ୍ରୀ ଗାଙ୍ଗ୍ ଦୀର୍ଘ ଏକ ମାସ ହେବ ସର୍ବସାଧାରଣରେ ଦେଖା ନ ଯିବାରୁ ୟି’ଙ୍କୁ ନୂଆ ବୈଦେଶିକ ମନ୍ତ୍ରୀ ବୋଲି ଘୋଷଣା କରାଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ମାସରେ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ୫୭ ବର୍ଷିୟ କ୍ବିନ୍ ଗାଙ୍ଗ୍ ଜୁନ୍ ୨୫ ତାରିଖରୁ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……