ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଗୁମୁଟ ଦାନବାକ୍ସରୁ ଶୁକ୍ରବାର ଚୋରି ହୋଇଥିବା ନେଇ ଖବର ମିଳିଛି। ଦାନବାକ୍ସକୁ ନୃସିଂହ ମନ୍ଦିର ପଛପଟୁ ଜେଟିପି ଉଦ୍ଧାର କରିଛି। ଦୁର୍ବୃତ୍ତ ଚୋରି ପରେ ଦାନବାକ୍ସକୁ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନକୁ ଦାନବାକ୍ସ ଜେଟିପି ହସ୍ତାନ୍ତର କରିଛି। ଘଟଣାର ତଦନ୍ତ କରାଯାଉଛି।
More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..