ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିରହିଛି । ଦକ୍ଷିଣ ୟୁକ୍ରେନ କିଭ୍ର ରିହରେ ରୁଷିଆ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ବୋଲି ୟୁକ୍ରେନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ସହରର ଏକ ଅନିଶ୍ଚିତ ଭିଡିଓରେ ୯ ମହଲା କୋଠା ପାର୍ଶ୍ୱରେ ଏକ ଫାଙ୍କା ଛିଦ୍ର ଏବଂ ଭିତରେ ନିଆଁ ଦେଖାଯାଇଥିଲା। ଆହତଙ୍କ ସମ୍ପର୍କରେ କୌଣସି ଖବର ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..