ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଚନ୍ଦ୍ରବାବୁ ନାଇଡୁ ଏକଦା କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିଥିଲେ। ଏହାପରେ ଗୋଟିଏ ଦିନ ବିତର୍କ ବି ହୋଇଥିଲା। ହେଲେ ଏବେ ସେହି ଟିଡିପି ମୋଦି ସରକାରଙ୍କୁ ଖୋଲା ସମର୍ଥନ ଘୋଷଣା କରିଛି। ଦିଲ୍ଲୀର ପ୍ରଶାସନିକ ସେବାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍କୁ ଟିଡିପି ସମର୍ଥନ କରିବ ବୋଲି କହିଛି।






More Stories
ନିର୍ବାଚନ ସମୟରେ ଭୋଟର ପରିଚୟ ପତ୍ର ଯାଞ୍ଚ କରିବେ ଯବାନ…..
ଆପ୍ ଦଳ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରାଘବ…..
ପାକିସ୍ତାନରେ ଆଲୋଚନାକୁ ଇରାନର ମନା…..