ରିପୋର୍ଟ କାର୍ଡ / ଭୁବନେଶ୍ବର
ଘର ଘର ବୁଲି ଡେଙ୍ଗୁ ମଶା ଖୋଜିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ କି ଡେଙ୍ଗୁ ମଶା ଦେଖିବାକୁ ମିଳେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡିବ | ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..