Report Card Odisha

| Daily Odia News

ଶକ୍ତି ବିଭାଗର ନୂଆ ଯୋଜନା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶକ୍ତି ସଞ୍ଚୟ ପାଇଁ ଶକ୍ତି ବିଭାଗର ଯୋଜନା ହେଉଛି । ରୁଫ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର ପାଇଁ ନିବେଦନ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଏହା କରିବା ଦ୍ୱାରା ଆମର ବିଜୁଳି ସଞ୍ଚୟ ହେବ। ଅଧିକ ବିଲ ଆସୁଥିବାରୁ କିଛି ଲୋକଙ୍କ ମନରେ ଆକ୍ରୋଶ ଯେଉଁ ରହୁଛି, ତାହା ଆଉ ରହିବନି। ସେ ସବୁକୁ ସେ ତ୍ୱରାନ୍ୱିତ କରି ପାରିବେ ତାହା ବି ସୁଲଭ ମୂଲ୍ୟରେ। ଏଇଭଳି ଲୋକମାନେ ବିଦ୍ୟୁତ ବିଲ ସଞ୍ଚୟ କରି ପାରିବେ। ଆଉ ବିଜୁଳି ବି ସଞ୍ଚୟ ହୋଇ ପାରିବ। ଏହାକୁ ପ୍ରୋତ୍ସାହନ ଦେବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ନୀତି ନିର୍ଦ୍ଧାରିତ ହୋଇଛି ଏବଂ ବିଦ୍ୟୁତ ବିତରଣକାରୀ ସଂସ୍ଥା ସହ ବି ଆଲୋଚନା ହୋଇଛି।

Breaking News