Report Card Odisha

| Daily Odia News

୬ ଘଣ୍ଟିଆ ଯଶୀପୁର ବନ୍ଦ…..

ରିପୋର୍ଟ କାର୍ଡ / ଯଶୀପୁର

ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁସାରେ ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଘଟିକା ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଯଶିପୁର ବନ୍ଦ ପାଳନ କରୁଛି । ଯଶିପୁରର ମୁଖ୍ୟ ବଜାର ଦେଇ ଯାଇଥିବା ଖାଲ ଖମାରେ ଭର୍ତ୍ତି ୪୯ ନଂ ଜାତୀୟ ରାଜପଥର ସ୍ଥାୟୀ ପ୍ରତିକାର ଓ ଯଥାଶୀଘ୍ର ଜମି ଅଧିଗ୍ରହଣ କରି ବାଇପାସ ନିର୍ମାଣ ସମ୍ପୂର୍ଣ୍ଣ କରିବା ଦାବିରେ ଯଶୀପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଉଛି।

Breaking News