ରିପୋର୍ଟ କାର୍ଡ/ ନୂଆଦିଲ୍ଲୀ
ସେପ୍ଟେମ୍ବର ୧୮ ତାରିଖରୁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ। ୨୨ ଯାଏଁ ସଂସଦର ଏହି ବିଶେଷ ଅଧିବେଶନ ଚାଲିବ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଳାଦ ଯୋଶୀ । ସେପ୍ଟେମ୍ବର ୧୮ ରୁ ୫ ଦିନ ଧରି ଉଭୟ ଗୃହର ଅଧିବେଶନ ବସିବ ବୋଲି ଜଣାପଡିଛି । ଅମୃତକାଳରେ ସଂସଦର ଏହି ସ୍ବତନ୍ତ୍ର ଅଧିବେଶନରେ ଅନେକ ଗୁରୁତ୍ବପୁର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ଶ୍ରୀ ଯୋଶୀ କହିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….